29.1 C
Bhubaneswar
Saturday, July 27, 2024
Homeଓଡିଶାଶ୍ରମିକଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍‌

ଶ୍ରମିକଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଛୋବାହାଲ ରେଲୱେ ଷ୍ଟେସନ ନିକଟରେ ୭ ଜଣ ଶ୍ରମିକ କ୍ୟାମ୍ପରେ ଶୋଇଥିବା ବେଳେ ୩-୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ମୁନରେ ସେମାନଙ୍କୁ ଭୟଭୀତ କରିବା ସହ ମାର୍‌ପିଟ୍‌ କରିଥିଲେ। ତେବେ ଗତ ୨୩ ତାରିଖ ରାତିରେ ୭ ଜଣ ଶ୍ରମିକ କ୍ୟାମ୍ପରେ ଶୋଇଥିବା ବେଳେ ୩-୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ମୁନରେ ସେମାନଙ୍କୁ ଭୟଭୀତ କରିବା ସହ ମାର୍‌ପିଟ୍‌ କରିଥିଲେ।ଦୁର୍ବୃତ୍ତମାନେ ସେଠାରେ ଥିବା ଗୋଟିଏ ଡ୍ରମ୍‌ ତମ୍ବା ତାର, ପ୍ରାୟ ୭୦ କେଜି ଓଜନର ଖଣ୍ଡ ବିଖଣ୍ଡିତ ତମ୍ବା ତାର ଓ ଶ୍ରମିକଙ୍କ ମୋବାଇଲ୍‌ ଫୋନ୍‌ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ଜିଆର୍‌ପି ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking