33.1 C
Bhubaneswar
Tuesday, October 1, 2024
Homeଓଡିଶାପିଲାମାନେ ଆଶ୍ୱସ୍ତ ରୁହନ୍ତୁ : ମନ୍ତ୍ରୀ

ପିଲାମାନେ ଆଶ୍ୱସ୍ତ ରୁହନ୍ତୁ : ମନ୍ତ୍ରୀ

ଭୁବନେଶ୍ୱର :  ଆର୍‌ଆଇ,ଅମିନ ପରୀକ୍ଷା କେଁ ; ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । ବ୍ଲାକଲିଷ୍ଟ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା କଥା ନୁହେଁ । ଏହା ପୂର୍ବ ସରକାରରୁ ରହି ଆସିଛି, ଆମେ ଦେଖୁଛୁ, ତର୍ଜମା କରୁଛୁ । ଆମେ ପିଲାଙ୍କ ଭବିଷ୍ୟତ ସହ ଖେଳିବୁ ନାହିଁ । ପିଲାମାନେ ଆଶ୍ୱସ୍ତ ରୁହନ୍ତୁ, ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ କହିଲେ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking