33.1 C
Bhubaneswar
Sunday, May 17, 2026
Homeଓଡିଶାରଣଜୀ ଟ୍ରଫି: ୨୯୯ ରନ୍‌ରେ ଓଡିଶା ବିଜୟ

ରଣଜୀ ଟ୍ରଫି: ୨୯୯ ରନ୍‌ରେ ଓଡିଶା ବିଜୟ

ଭୁବନେଶ୍ୱର: ଓଡିଶା କ୍ରିକେଟ୍ ଦଳ ଏକ ଦମଦାର ପ୍ରଦର୍ଶନରେ ସିଜିନର ପ୍ରଥମ ରଣଜୀ ଟ୍ରଫି ଜିତିଛି। ଚଳିତ ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଏ ମ୍ୟାଚ୍‌ରେ ନାଗାଲାଣ୍ଡ ବିପକ୍ଷରେ ଏକ ଦମଦାର ବିଜୟ ହାସଲ କରିଛି। ୨୯୯ ରନରେ ନାଗାଲାଣ୍ଡକୁ ପରାସ୍ତ କରି ଜିଜୟ ହାସଲ କରିଛି ଓଡିଶା। ଏହି ମ୍ୟାଚ ଭୁବନେଶ୍ୱରର କିଟ୍‌ ଷ୍ଟାଡିୟମରେ ଖେଳାଯାଇଥିଲା। ନାଗାଲାଣ୍ଡ ୮୩ ଓଭରରେ ମାତ୍ର ୧୬୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଓଡ଼ିଶା ପାଞ୍ଚଟି ମ୍ୟାଚ୍‌ରୁ ସାତ ପଏଣ୍ଟ ପାଇ ଟେବୁଲ୍‌ର ଷଷ୍ଠ ସ୍ଥାନରେ ପହଞ୍ଚିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking