22.1 C
Bhubaneswar
Wednesday, January 1, 2025
Homeଦେଶ ବିଦେଶଭାଙ୍ଗିଲା ରାକ୍ଷୀଙ୍କ ସମ୍ପର୍କ, ରିତେଶଙ୍କୁ ଦେଲେ ଛାଡ଼ପତ୍ର

ଭାଙ୍ଗିଲା ରାକ୍ଷୀଙ୍କ ସମ୍ପର୍କ, ରିତେଶଙ୍କୁ ଦେଲେ ଛାଡ଼ପତ୍ର

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତଙ୍କ ବିବାହ। ଭାଲେଣ୍ଟାଇନ୍‌ ଡେ’ରେ ଭାଙ୍ଗିଲା ରାକ୍ଷୀଙ୍କ ସମ୍ପର୍କ । ସ୍ୱାମୀ ରିତେଶଙ୍କ ଠାରୁ ଛାଡପତ୍ର ନେବା ପାଇଁ ଘୋଷଣା କଲେ ରାଖୀ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି। ରାକ୍ଷୀଙ୍କର ଏହି ପୋଷ୍ଟ ସେୟାର ପରେ ଏବେ ବି-ଟାଉନରେ ଏହି ଖବର ଚର୍ଚ୍ଚାର ବଷୟ ପାଲିଟିଛି ।

ସେପଟେ ଏନେଇ ରାଖୀଙ୍କ ସ୍ୱାମୀ ରିତେଶ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ୨୦୧୯ରେ ରାଖୀ ସାୱନ୍ତ ବିବାହ କରିଥିଲେ। ତେବେ ସେ କାହାକୁ ବିବାହ କରିଥିଲେ ତାହା ଜଣାପଡି ନଥିଲା । ପରେ ବିଗ୍‌ ବସ୍‌-୧୪ରେ ଯେତେବେଳେ ସେ ଭାଗ ନେଇଥିଲେ ସେତେବେଳେ ତାଙ୍କ ସ୍ୱାମୀ ଜଣେ ବିଜନେସ୍‌ ମ୍ୟାନ୍‌ ଓ ତାଙ୍କ ନାଁ ରିତେଶ ବୋଲି କହିଥିଲେ ରାକ୍ଷୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking