35 C
Bhubaneswar
Tuesday, June 25, 2024
Homeଓଡିଶାରାଜ୍ୟ ଅତିଥି ଭବନ ଏବେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯାଳୟ

ରାଜ୍ୟ ଅତିଥି ଭବନ ଏବେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯାଳୟ

ଭୁବନେଶ୍ଵର : ରାଜ୍ୟ ଅତିଥି ଭବନ ଏବେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯାଳୟ । ଅତିଥି ଭବନ ପ୍ରଥମ ମହଲା ଏବେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯାଳୟ । ପୁରୀରୁ ଫେରିବା ପରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ କରିଛନ୍ତି । ସରକାରୀ ଅଧିକାରୀମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି। ନୂଆ କାର୍ଯ୍ୟାଳୟ ହେବା ପର୍ଯ୍ୟନ୍ତ ସେହିଠାରେ ହିଁ ଚାଲିବ ରାଜ୍ୟ କାର୍ଯ୍ୟ।

୫-ଟି, ମୋ ସରକାର ହଟାଇବାକୁ ନିର୍ଦ୍ଦେଶ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking