26.1 C
Bhubaneswar
Tuesday, October 22, 2024
Homeଓଡିଶାଉପକୂଳ ଓଡିଶାରେ ବର୍ଷା

ଉପକୂଳ ଓଡିଶାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା । ସକାଳୁ ହାଲୁକା ବର୍ଷା ହେଉଥିବାନେଇ ପାଣିପାଗ ବିଗ୍ୟାନୀଙ୍କ ସୂଚନା । ଅସ୍ତରଙ୍ଗ, କେନ୍ଦ୍ରପଡା, ପୁରୀ, ଚାନ୍ଦବାଲି, ପାରାଦୀପରେ ହାଲୁକା ବର୍ଷା । ସବୁଦ୍ର ଭିତରେ ପବନର ବେଗ ୫୦ରୁ ୬୦ କିମି ରହିଥିବା ନେଇ ସୂଚନା । ସ୍ଥଳଭାଗ ପାଇଁ ପବନ ବହିବାର କୌଣସି ସତର୍କ ସୂଚନା ନାହିଁ । ଓଡିଶାରେ ବାତ୍ୟାର ସେପରି ପ୍ରଭାବ ରହିବ ନାହିଁଏ କେବଳ ହାଲୁକା ବର୍ଷା । ଉପକୂଳରୁ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ । ସମୁଦ୍ର ଅଶାନ୍ତ ରହିବ, ୨୬ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା । ଚାନ୍ଦବାଲି, ପାରାଦୀପ, ଗୋପାଳପୁର ବନ୍ଦର ପାଇଁ ୩ନଂ ବିପଦ ସଂଙ୍କେତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking