କେନ୍ଦ୍ରାପଡ଼ା: ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ହରିଦାସପୁର-ପାରାଦୀପ ମାର୍ଶାଘାଇ କେନାଲ ବ୍ରିଜ୍ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ରେଳ ଲାଇନ ଦବି ଯାଇଛି । ରେଳ ଲାଇନରୁ ୫୦ ଫୁଟ ନିକଟରେ ଥିବା ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ରେଳ ଲାଇନ ଦବି ଯିବାଫଳରେ ରାସ୍ତାକଡ଼ରେ ଥିବା ୨ଟି ଘର କ୍ଷତିଗ୍ରସ୍ତ ହୋଇଛି । ୨ଟି ଘରର କାନ୍ଥ ଫାଟିଥିବାରୁ ପରିବାର ଲୋକେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି । ନିମ୍ନମାନର କାମ ଯୋଗୁଁ ରେଳ ଲାଇନ ଦବି ଯାଇଥିବା ଅଭିଯୋଗ ହୋଇଛି ।
https://onakhabar.com/2020/02/13/coronavairus-13/