34.1 C
Bhubaneswar
Thursday, April 25, 2024
Homeଅପରାଧଅନୁପଙ୍କ ସହ ସମ୍ପର୍କ ତୁଟାଇଲା ବିଜେଡି

ଅନୁପଙ୍କ ସହ ସମ୍ପର୍କ ତୁଟାଇଲା ବିଜେଡି

ଭୁବନେଶ୍ୱର : ବିଜେଡିରୁ ଅନୁପ ବହିଷ୍କୃତ । ଛତିଶଗଡ଼ ପୋଲିସ ଡବଲ ମଡର ଘଟଣାରେ ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟଗାର ନିଗମ ଅଧକ୍ଷ ଅନୁପ ସାଏ ଉପରୁ ହାତ ଟେକି ଦେଲା ବିଜେଡି ।ଉଭୟ ଦଳ ଓ ନିଗମ ଅଧକ୍ଷ ପଦରୁ ତାଙ୍କୁ ହଟାଇ ଦିଆଯାଇଛି । ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ତାଙ୍କୁ ବହିଷ୍କାର କରାଯାଇଛି ।ଅନୁପ କଂଗ୍ରେସ ରୁ ବ୍ରଜରାଜ ନଗର ବିଧାନସଭା ଆସନରୁ ୩ଥର ବିଧାୟକ ହୋଇଥିଲେ ହେଲେ ୨୦୧ ୪ ରେ ସେ ବିଜେଡି ରେ ଯୋଗ ଦେଇଥିଲେ ।ଏବେ ପୋଲିସ ହେପାଜତରେ ଅଛନ୍ତି ଅନୁପ ସାଏ ।୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ଭାବେ ବ୍ରଜରାଜନଗର ରୁ କଂଗ୍ରେସ ବିଧାୟକ ଭାବେ ଜିତି ଆସୁଥିଲେ ।୨୦୧୪ ରେ କଂଗ୍ରେସ ଚଡି ବିଜେଡି କୁ ଡେଇଁଥିଲେ । ବିଜେଡି ରୁ ୨୦୧୪ ନିର୍ବାଚନ ରେ ପାର୍ଥି ହୋଇଥିଲେ ବି ସେ ଜିତିପାରି ନଥିଲେ । ଗତ କଲି ରାତିରେ ମା ଝିଅ ହତ୍ୟା ଘଟଣା ରେ ଛତିଶଗଡ଼ ପୋଲିସ ଗିରଫ ଜାରି ନେବା ପରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟନାୟକ ବିଦା କରିଛନ୍ତି ।
https://onakhabar.com/2020/02/13/anup-sai-arrested/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking