Homeଓଡିଶାନଭେମ୍ବର ୧୫ ରେ ଓଡିଶା ଆସିବେ ମୋଦି ଓଡିଶାବ୍ରେକୀଙ୍ଗରାଜନୀତି ନଭେମ୍ବର ୧୫ ରେ ଓଡିଶା ଆସିବେ ମୋଦି By Ona Khabara 22/10/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ନଭେମ୍ବର ୧୫ ରେ ରାଉଲକେଲା ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଜନଜାତି ଗୌରବ ଦିବସ ଅବସରରେ ରାଉଲକେଲା ଆସିବେ ମୋଦି । ଦିନ ୧୧ ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବେ ପ୍ରଧାନ ମନ୍ତ୍ରୀ । ଝାରସୁଗୁଡ଼ାରୁ ହେଲିକପ୍ଟରରେ ରାଉଲକେଲା ଯିବେ ପ୍ରଧାନମନ୍ତ୍ରୀ । Share FacebookTwitterPinterestWhatsAppLinkedinReddItTelegram Previous articleବାତ୍ୟା ପାଇଁ ୧୭୮ ଟ୍ରେନ ବାତିଲNext articleମନ୍ଦିରରେ ଶବ୍ଦ ପ୍ରଦୂଷଣ କରୁଛି ଲାଉଡ ସ୍ପିକର , ଆଇଏଏସଙ୍କ ମନ୍ତବ୍ୟକୁ ନେଇ ଝଡ ସୃଷ୍ଟି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ଆଇଆର୍ଜିସିର ଗୁପ୍ତଚର ମୁଖ୍ୟ ମାଜିଦ ଖାଦେମିଙ୍କ ମୃତ୍ୟୁ ଓଡିଶା ପର୍ଶୁରାମ ଜୟନ୍ତୀ ପ୍ରସ୍ତୁତି ବୈଠକ ଓଡିଶା ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ: ୩୭ଟି ସିଲିଣ୍ଡର ଜବତ ଓଡିଶା ପଡ଼ିଆରୁ ନବଜାତ ଶିଶୁ ଉଦ୍ଧାର