40.1 C
Bhubaneswar
Friday, May 3, 2024
Homeଦେଶ ବିଦେଶ୩୦ ମାର୍ଚ୍ଚ ଏମ୍ସରେ ହେବ ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ

୩୦ ମାର୍ଚ୍ଚ ଏମ୍ସରେ ହେବ ରାଷ୍ଟ୍ରପତିଙ୍କ ବାଇପାସ ସର୍ଜରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୩୦ ମାର୍ଚ୍ଚ ଏମ୍ସରେ ବାଇପାସ ସର୍ଜରୀ ହେବ । ରାଷ୍ଟ୍ରପତି ଭବନରୁ ଶନିବାର ଏନେଇ ସୂଚନା ଦିଆଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ରାଷ୍ଟ୍ରପତିଙ୍କୁ ୨୭ ମାର୍ଚ୍ଚ ଦ୍ୱିପ୍ରହରରେ ଏମ୍ସ ସିଫ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ହେବା ପରେ ତାଙ୍କର ସର୍ଜରୀ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯାହା ୩୦ ମାର୍ଚ୍ଚରେ ହେବା ନେଇ ଆଶା କରାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ଏବଂ ଏମ୍ସ ବିଶେଷଜ୍ଞଙ୍କ ନଜରରେ ସେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking