ଭୁବନେଶ୍ୱର : ଭୁବନେଶ୍ୱର ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନର ସ୍ୱତନ୍ତ୍ର ବିମନ ଯୋଗେ ଦିଲ୍ଲୀ ଫେରିଲେ । ପରାଦୀପ ବୋଇତ ବନ୍ଦାଣ ଉସôବରେ ଯୋଗଦେଇଥିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ଉପସ୍ଥତ ଥିଲେ ରଜ୍ୟପାଳ ରଘୁବର ଦାସ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ, ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।