27.1 C
Bhubaneswar
Monday, December 8, 2025
Homeଓଡିଶାରାଜନୈତିକ ଦଳ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି: ବିଜୟ

ରାଜନୈତିକ ଦଳ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି: ବିଜୟ

ଭୁବନେଶ୍ୱର: ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ  ନେଇ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଆଇନଶୃଙ୍ଖଳାରେ ସୁଧାର ଆଣିବାକୁ ସରକାରଙ୍କୁ ପୂର୍ବତନ ଶାସନ ସଚିବ ବିଜୟ ପରାମର୍ଶ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦ ରହୁ, ଓଡିଶାରେ ଭାଇଚାରା ଫେରିଆସୁ । ଜେଲରୁ ଫେରିବା ପରେ ବି ଅପରାଧୀଙ୍କ ଆଚରଣ ବଦଳୁନି । ରାଜନୈତିକ ଦଳ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି କହିଛନ୍ତି, ବିଜୟ । ଚାକିରି ସ୍କାମ ଅର୍ଗାନାଇଜଡ କ୍ରାଇମ ବୋଲି କହିଲେ ବିଜୟ । ଏ ପରୀକ୍ଷା ଦୁର୍ନୀତି ଦୀର୍ଘ ୧୦ ବର୍ଷ ହେଲା ହୋଇଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking