30.1 C
Bhubaneswar
Sunday, September 29, 2024
Homeଓଡିଶାଓଡିଶାରେ ଏବେ ପୋଲିସ ସବୁ କଥାକୁ ଚାପି ଦେଉଛି: ଜୟନାରାୟଣ ମିଶ୍ର

ଓଡିଶାରେ ଏବେ ପୋଲିସ ସବୁ କଥାକୁ ଚାପି ଦେଉଛି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁର ସନ୍ଦେହ ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଏହି କଥାଟି ବିଧାନସଭାରେ ଉଠାଯିବ ବୋଲି  କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଓଡିଶାରେ ଏବେ ପୋଲିସ ସବୁ କଥାକୁ ଚାପି ଦେଉଛି । ଲୋକଙ୍କୁ ସନ୍ଦେୟ ହେଲା ଭଳି ପୋଲିସ କାମ କରୁଛି । ପୋଲିସ ଉଚିତ ପଦକ୍ଷେପ ନନେଲେ ପ୍ରସଙ୍ଗଟି ବିଧାନସଭାରେ ଉଠାଯିବ ବୋଲି ଚେତାବନୀ ଦେଇଛନ୍ତି ଜୟନାରାୟଣ ମିଶ୍ର ।

ଆତଙ୍କବାଦୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking