22.1 C
Bhubaneswar
Thursday, November 19, 2026
Homeଓଡିଶାମନୁଷ୍ୟକୃତ ବନ୍ୟାରେ ମରିଛନ୍ତି: ପ୍ରମିଳା

ମନୁଷ୍ୟକୃତ ବନ୍ୟାରେ ମରିଛନ୍ତି: ପ୍ରମିଳା

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଶୀତକାଳୀନ ଅଧିବେଶନ । ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀଙ୍କ ଗୃହରେ ହଟ୍ଟଗୋଳ । ଏହାରି ଭିତରେ ପ୍ରମିଳା ମଲ୍ଲିକ କହିଛନ୍ତି, ମନୁଷ୍ୟକୃତ ବନ୍ୟାରେ ଲୋକ ମରିଛନ୍ତି । ବାଚସ୍ପତିଙ୍କୁ ଆମେ ମୋସନ ଦେଇଛୁ । ଆଲୋଚନା ହେଉ । ବିଧାନସଭାରେ କେବଳ ବନ୍ୟା ଉପରେ ଆଲୋଚନା ହେଉ । କାହିଁକି ଗଞ୍ଜାମରେ ଏତେ ସଂଖ୍ୟକ ଲୋକ ମରିଲେ । ଗୋଟିଏ ଦିନ ସମସ୍ତ କାର୍ଯ୍ୟ କ୍ରମକୁ ସସପେଣ୍ଡ କରି ବାତ୍ୟା ଆଲୋଚନା ହେଉ । ସୂଚନାଥାଉକି, ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ନେଇ ଚାଲିପାରିନଥିଲା ଗୃହ । ଏନେଇ ବାଚସ୍ପତି ସୁରମା ପୀଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking