30.1 C
Bhubaneswar
Monday, April 14, 2025
Homeଓଡିଶାଚଳିତ ବଜେଟକୁ ଐତିହାସିକ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଚଳିତ ବଜେଟକୁ ଐତିହାସିକ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବଜେଟକୁ ଐତିହାସିକ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଧାନସଭାରେ ଦେଖିବାକୁ ମିଳିଲା ଐତିହାସିକ ମୂହୁର୍ତ୍ତ । ରାତି ତମାମ ଚାଲିଲା ଗୃହ । ବିଧାନସଭାରେ ରହିଲେ ମୁଖ୍ୟମନ୍ତ୍ରୀ । ୧୨ ଘଣ୍ଟା ପରେ ଆଲୋଚନା ହେବା ପରେ  ପାରିତ ହେଲା ବିଶ୍ୱ ବିଦ୍ୟାଳୟ ବିଲ । ପୂର୍ୱରୁ ୪ ଦିନ ଗୃହ ଚାଲିବା କଷ୍ଟକର ହେଉଥିବା ବେଳେ ସପ୍ତଦଳ ବିଧାନସଭା ୨୮ ରୁ ୨୫ ଦିନ ଚାଲିଥିବା କହିଛନ୍ତି  ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking