ଭୁବନେଶ୍ୱର: ପଦ୍ମଶ୍ରୀ ବିବାଦ ମାମଲାରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ୧୦ ହଜାର ଜରିମାନା କଲେ କୋର୍ଟ । ତଥ୍ୟ ପ୍ରମାଣ ନଥାଇ ସମୟ ଅପଚୟ କରିଥିବାରୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଟିରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କରି ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।