29.1 C
Bhubaneswar
Saturday, July 27, 2024
Homeଓଡିଶାଏଠି ବି ଆମ ସରକାର ହେବ – ରାଜନାଥ

ଏଠି ବି ଆମ ସରକାର ହେବ – ରାଜନାଥ

ନବରଙ୍ଗପୁର : ନବରଙ୍ଗପୁର ସଭାରେ ରାଜନାଥ ସିଂଙ୍କ ବକ୍ତବ୍ୟ । ଓଡିଶାରେ କଂଗ୍ରେସ ସରକାର ଖାଲି ଶିଳାନ୍ୟାସ କରି ଚାଲିଥିଲା । ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ , କାର୍ଯ୍ୟ ପୂରଣ କରୁୁଛନ୍ତି । ଯେଉଁଠି ଶିଳାନ୍ୟାସ , ସେଇଠି କାମ ସାରି ଉଦଘାଟନ ବି କରୁଛନ୍ତି । କାର୍ଯ୍ୟକର୍ତ୍ତାଙ୍କୁ ଦୈିନିକ ୧୨ ଘଣ୍ଟା ଦେବାକୁ କହିଲେ ରାଜନାଥ । ଦଳ ପାଇଁ ୧୨ ଘଣ୍ଟା , ପରିବାର ପାଇଁ ୧୨ ଘଣ୍ଟା ଦିଅନ୍ତୁ ବୋଲି କହିଲେ । ଯେଉଁ କାମ ପୁରଣ ହୋଇନି , ମୋଦୀଙ୍କ ୩ୟ ପାଳିରେ ନିଶ୍ଚିତ ପୂରଣ ହେବ କହିଲେ । ରାଜନୈତିକ ବିଶ୍ଲେଷକ କହିଲେଣି ଏଠି ବି ଆମ ସରକାର ହେବ । କେନ୍ଦ୍ରରେ ତ ଆମ ସରକାର ହେବ , ଏଠି ବି ଆମ ସରକାର ହେବ । କୌଣସି କ୍ଷେତ୍ରରେ ବି କାର୍ଯ୍ୟକର୍ତ୍ତା ପଛଘୁଞ୍ଚା ଦିଅନ୍ତୁ ନାହଁ ବୋଲି କହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking