34.1 C
Bhubaneswar
Saturday, May 18, 2024
Homeଓଡିଶାବାରବାଟୀ ଟି-୨୦ ପାଇଁ ଜୁନ୍ ୧ ରେ ଅନଲାଇନ୍ ଟିକେଟ ବିକ୍ରି

ବାରବାଟୀ ଟି-୨୦ ପାଇଁ ଜୁନ୍ ୧ ରେ ଅନଲାଇନ୍ ଟିକେଟ ବିକ୍ରି

କଟକ : ବାରବାଟୀ ଟି-୨୦ ପାଇଁ ଜୁନ୍ ୧ ରେ ଅନଲାଇନ୍ ଟିକେଟ ବିକ୍ରି । ପେଟିଏମ ଇନସାଇଡର ଆପ , ପେଟିଏମ ଆପରେ କରିପାରିବେ ବୁକିଂ । www.insider.in ୱେବସାଇଟରେ ଉପଲବ୍ଧ ହେବ ଟିକେଟ୍ । ଦିନ ୧୧ ଟାରୁ ୫ ହଜାର ଟିକେଟ ଅନଲାଇନ ରେ ବିକ୍ରି କରାଯିବ ।୨,୪,୭ ଗ୍ୟାଲେରୀ,ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ ପାଇଁ ହେବ ବୁକିଂ । ଜଣେ ୨ ଟି ଟିକେଟ ବୁକିଂ କରିପାରିବେ , ପରିଚୟ ପତ୍ର ଦେବାକୁ ହେବ । ଜୁନ୍ ୯ ତାରିଖରୁ କାଉଣ୍ଟର ରେ ଅଫଲାଇନ ଟିକେଟ ବିକ୍ରି ହେବ । ଏ ନେଇ ପ୍ରେସମିଟ ରେ ସୂଚନା ଦେଲେ ଓସିଏ କର୍ତ୍ତୁପକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking