30.1 C
Bhubaneswar
Saturday, October 5, 2024
Homeଓଡିଶାଆଜିଠାରୁ ଓଜେଇଇ ଓ୍ବେବ୍‌ କାଉନସେଲିଂ ଆରମ୍ଭ

ଆଜିଠାରୁ ଓଜେଇଇ ଓ୍ବେବ୍‌ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଓଜେଇଇ ଓ୍ବେବ୍‌ କାଉନସେଲିଂ। ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍ଚ ଏବଂ ଏମ୍‌. ପ୍ଲାନ୍‌ ପାଇଁ କାଉନସେଲିଂ ହେବ। ସେହିପରି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ବି.ଟେକ୍‌, ବି.ଆର୍ଚ, ବି. ପ୍ଲାନ୍‌, ବି.କ୍ୟାଟ୍‌, ଏମ୍‌.ଏସ୍‌ସି ଆଦି ପାଇଁ ଓ୍ବେବ୍‌ କାଉନସେଲିଂ ଆରମ୍ଭ ହେବ। ଛାତ୍ରୀଛାତ୍ର www.ojee.nic.in କିମ୍ବା odishajee.comକୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ପାଇ ପାରିବେ ବୋଲି ସୂଚନା ରହିଛି।

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking