30.1 C
Bhubaneswar
Sunday, June 16, 2024
Homeଓଡିଶାକଟକଣା ମାନିବାକୁ ୩ ଏସପି କଲେ ଅପିଲ

କଟକଣା ମାନିବାକୁ ୩ ଏସପି କଲେ ଅପିଲ

ଭୁବନେଶ୍ୱର: କୋଭିଡ କଟକଣା ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ୩ ଏସପି । ବ୍ରହ୍ମପୁର ଏସପି ପିନାକ ମିଶ୍ର, କଟକ ଏସପି ବି. ଯୁଗଳ କିଶୋର ଏବଂ ଅନୁଗୁଳ ଏସପି  ଜଗମୋହନ ମିନା ମଧ୍ୟ ଲୋକଙ୍କୁ ଅପିଲ କରିଛନ୍ତି ।  ଏଯାଏ କରୋନା ଯାଇନି । ସତର୍କ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି । କଟକ ଗ୍ରାମାଂଚଳରେ ସବୁ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ଥିବା ଏସପି କହିଛନ୍ତି । ଗ୍ରାହକ, ଚାଷୀ କି ବ୍ୟବସାୟୀ ହାଟକୁ ନଯାଆନ୍ତୁ ବୋଲି ସେ କହିଛନ୍ତି । ଚାଷୀମାନେ ସେମାନଙ୍କ ଜିନିଷ ଖୋଲା ସ୍ଥାନରେ ବସି ବିକ୍ରି କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking