ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା କୁମ୍ଭାରପଡାରେ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି । ଗୋଷ୍ଠୀ ସଂଘର୍ଷ ନୁହେଁ କହିଲେ ସମ୍ବଲପୁର ଏସପି ବି.ଙ୍ଗାଧର । ଏହା ଗୋଷ୍ଠୀ ସଂର୍ଘର୍ଷ ନୁହେଁ ବରଂ ୨ ଜଣଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡା । ସୋସିଆଲ ମିଡିଆରେ ଅଶ୍ଲୀଳ ମେସେଜକୁ ନେଇ ବିବାଦ । ଗଣ୍ଡଗୋଳ ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।