ଭୁବନେଶ୍ୱର : ନିଷ୍କର୍ସ ବାହାରିନଥିବା ହତ୍ୟା ମାମଲାର ପର୍ଦ୍ଦାଫାସ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁ ଜାଗାରେ ତଦନ୍ତର ଅନୈତିକତା ହୋଇଛି ତାର ପୁନଃ ତଦନ୍ତ ହେବ । ସବୁ ଚର୍ଚ୍ଚିତ ହତ୍ୟାକାଣ୍ଡର ନିଷ୍କର୍ସ ବାହାରିବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବ । କାହାକୁ ଛଡା ଯିବନି, ନିଷ୍କର୍ସ ବାହାରିବା ପର୍ଯ୍ୟନ୍ତ ତଦନ୍ତ ହେବ ।










