ଭୁବନେଶ୍ୱର : ଆଦିବାସୀ ପ୍ରସଙ୍ଗରେ ରଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ସ୍ୱତନ୍ତ୍ର ପ୍ୟାକେଜ କରି ନିର୍ବାଚନ ପାର ହେବାକୁ ଯୋଜନା । ଶିଳ୍ପପତି ମାନଙ୍କୁ ଆଦିବାସୀ ଜମି ବିକ୍ରି ପାଇଁ କରିଥିଲେ ଷଡଯନ୍ତ୍ର । ରଜ୍ୟ ସାରା ଆଦିବାସୀ ଓ ବିଧନସଭାରେ ବିଜେପି ପ୍ରବଳ ବିରୋଧ କରିଥିଲା । ଜମି ହସ୍ତାନ୍ତର ବିଲ ପ୍ରଥମେ ସ୍ଥଗିତ ଓ ଏବେ ସଂପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି । ସରକାରଙ୍କ ଚକ୍ରାନ୍ତ ଓ ଆଦିବାସୀ ବିରୋଧୀ ମନୋଭାବ ଲୁଚି ଯିବ ନାହିଁ । ବିଜେଡି ଶସନରେ ଆଦିବାସୀଙ୍କର କୌଣସି ବିକାଶ ହୋଇନାହିଁ ବୋଲି କହିଲେ ମୋହନ । ୨୪ ବର୍ଷ ଧରି କଣ କରୁଥିଲେ ରାଜ୍ୟ ସରକାର । ଆଦିବସୀ କଲ୍ୟାଣ ମନ୍ତ୍ରୀ କହିଲେ ଆଦିବାସୀଙ୍କ ବିକାଶ ପାଇଁ ଯୋଜନା ।