27.1 C
Bhubaneswar
Friday, September 20, 2024
Homeଓଡିଶାଶ୍ରୀ ଶ୍ରୀ ଦିବ୍ୟଜୋତି ସେବାଶ୍ରମ ଅlଶ୍ରମର ନବମ ବାର୍ଷିକ ବାର୍ଷିକଉତ୍ସବ

ଶ୍ରୀ ଶ୍ରୀ ଦିବ୍ୟଜୋତି ସେବାଶ୍ରମ ଅlଶ୍ରମର ନବମ ବାର୍ଷିକ ବାର୍ଷିକଉତ୍ସବ

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନକୋଣା ଗ୍ରାମ ରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଦିବ୍ୟଜୋତି ସେବା ଶ୍ରମ ଆଶ୍ରମ ର ନବମ ବାର୍ଷିକ ଓ ଭୀମ ସେନ ସୃମିତି କମିଟି ପକ୍ଷରୁ ଗୀତ ଯଜ୍ଞ ହରିନାମ ଓ ଧର୍ମ ସଭା ପାଲା ପରିବେଷଣ ଅନୁଷ୍ଠିତ ହୋଇ ଯାଇଛି l ସନାତନ ଧର୍ମ ସରା ବିଶ୍ୱ କୁ ଦିଗ ଦର୍ଶନ ଦେଇଛି l ଆମ ଦେଶ ର ତଥା କଳା ସଂକୃତି ସାହିତ୍ୟ କୁ ବଞ୍ଜାଇବା ଏହା ମୂଲ୍ୟ ଲକ୍ଷ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଭାଗବତ ଚିନ୍ତାଧାରା ରେ ଚାଲିଲେ ସମାଜ ର ମଙ୍ଗଳ ହେବା ସହିତ ବିଶ୍ୱ ର କଲ୍ୟାଣ ହେବ ଆମର ଗୀତା ଉପନିସେଦ ଗୁଡିକୁ ବିଶ୍ୱ ଅନୁକରଣ କରୁଛି l ବୋଲି ଵ୍ୟକ୍ତା ମାନେ ଅବଗତ କରି ଥିଲେ ଏହି କାର୍ଯ୍ୟକ୍ରମ ରେ ବିରଜା ରତ୍ନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଓ ଗବେଷକ ଯଜ୍ଞ ପ୍ରଭା ମୁଖ୍ୟ ସମ୍ପାଦକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସଭାପତି ତ୍ୱ କରି ଥିଲେ l ମୁଖ୍ୟ ଵ୍ୟକ୍ତା ଭାବେ ଅଧ୍ୟାପକ ନିତ୍ୟାନନ୍ଦ ଦେଓ ସଂମ୍ମାନିତ ଅତିଥି ଦାମ ଦୋର ନାୟକ ଆଡ଼ଭୋକେଟ ତଥା ସାମ୍ୱାଦିକ ସୁଧାଂଶୁ ଭୂଷଣ ଦାଶ ପ୍ରମୁଖ ବହୁ ବିଦ୍ୟାନୁ ବ୍ୟକ୍ତି କଳା ସଂକୃତି ଭାଗବତ ଚିନ୍ତା ଧାର ରେ ନିଜକୁ ଉତ୍ସଗିତା କରିବା ପାଇଁ ଉପଦେଶ ଦେଇ ଥିଲେ l ସେବା ଶ୍ରମ ଆଶ୍ରମ ର ଅଧ୍ୟକ୍ଷ ବାବା କୃଷ୍ଣ ଚନ୍ଦ୍ର ବ୍ରହ୍ମ ମଞ୍ଚ ପରିଚାଳନା କରି ଥିଲେ ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର ରାଜ ନେତା ସମାଜ ସେବୀ ସୁଧାନିଧି ମହାପାତ୍ର ଓ କୃତିତ୍ୱ ଶିକ୍ଷକ ମାନଂକୁ ସମ୍ୱର୍ଦ୍ଧିତ କରା ଯାଇ ଥିଲାଶେଷରେ ପାଲା ପରିବେଷଣ କରା ଯାଇ ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking