18.1 C
Bhubaneswar
Wednesday, February 4, 2026
Homeଓଡିଶାଘରେ ପଶି ନାବାଳିକାକୁ ଦୁଷ୍କର୍ମ କଲେ ପଡୋଶୀ

ଘରେ ପଶି ନାବାଳିକାକୁ ଦୁଷ୍କର୍ମ କଲେ ପଡୋଶୀ

ଜଗତସିଂହପୁର: ରାଜ୍ୟରେ ବଢିଚାଲିଛି ଦୁଷ୍କର୍ମ , ଅପରାଧ । ଜଗତସିଂହପୁର ଜିଲ୍ଲାରେ ଲଜ୍ଜା ।ଘରେ କେହି ନଥିବା ବେଳେ ଜଣେ ୧୬ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପଡୋଶୀ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତା ଅଭିଯୋଗ ଆଣିଛନ୍ତି। ଅଭୟଚାନ୍ଦପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା‌ ପରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking