35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକନେକ୍ଟିଭିଟି ବଢିବା ଦରକାର : ମୋଦି

କନେକ୍ଟିଭିଟି ବଢିବା ଦରକାର : ମୋଦି

ନୂଆଦିଲ୍ଲୀ : ପାର୍ଟନରସିପ ଫର୍ ଗ୍ଲୋବାଲ ଇନ୍ଫ୍ରଷ୍ଟ୍ରକଚର ଆଣ୍ଟ ଇନଭେଷ୍ଟମେଣ୍ଟ ବୈଠକ । କନେକ୍ଟିଭିଟି ଭିତ୍ତିଭୂମି ବିକାଶ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱ । ବିଶେଷ କରି ଗ୍ଲୋବାଲ ସାଉଥ ରାଷ୍ଟ୍ର ଉପରେ ମତ ରଖିଲେ ମୋଦି । ଗ୍ଲୋବାଲ ସାଉଥ ରାଷ୍ଟ୍ରକୁ କୁ ଭାରତ ସହଯୋଗ ଦେଇ ଆସୁଛି କହିଲେ । ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ କନେକ୍ଟିଭିଟି ବଢିବା ଦରକାର ବୋଲି କହିଲେ ମୋଦି । ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପ ଇକନୋମିକ୍ କରିଡରକୁ ରାଷ୍ଟ୍ରନେତାଙ୍କ ଗୁରୁତ୍ୱ । ୱାନ ଆର୍ଥ , ୱାନ ଫ୍ୟାମିଲି , ୱାନ ଫ୍ୟୁଚର ଉପରେ ବାଇଡେନ ଙ୍କ ଗୁରୁତ୍ୱ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking