25.1 C
Bhubaneswar
Monday, October 21, 2024
Homeଓଡିଶାନବୀନ ବାବୁ ୧୫ ଦିନରେ ମତ ବଦଳାନ୍ତି: ସୌମ୍ୟ

ନବୀନ ବାବୁ ୧୫ ଦିନରେ ମତ ବଦଳାନ୍ତି: ସୌମ୍ୟ

ଭୁବନେଶ୍ୱର: ଦଳ ବଦଳ ପ୍ରସଙ୍ଗରେ କଡା ଉତ୍ତର ଦେଲେ ବିଧାୟକ ସୌମ୍ୟରଞ୍ଜ ପଟ୍ଟନାୟକ । କାହିଁକି ବାରମ୍ବାର ଦଳ ବଦଳାଉଛନ୍ତି ପ୍ରଶ୍ନରେ ସୌମ୍ୟଙ୍କ ଉତ୍ତର । ମତ ପରିବର୍ତ୍ତନ ଏକ ସ୍ୱାଭାବିକ୍ ପ୍ରକ୍ରିୟା ବୋଲି କହିଲେ ସୌମ୍ୟ । ନବୀନ ବାବୁ ୧୫ ଦିନରେ ଥରେ ମତ ପରିବର୍ତ୍ତନ କରୁଛନ୍ତି । ୧୯ରେ କହିଲେ କେନ୍ଦ୍ରକୁ ବିରୋଧ କରିବା ତାପରେ ଭୋଟ୍ ବେଳକୁ କଣ ହେଲା? ପରବର୍ତ୍ତିତ ପରିସସ୍ଥିତିରେ ପରିବର୍ତ୍ତିତ ମତ ଆଉ ମତ ପରିବର୍ତ୍ତନ ହେଉଛି ସ୍ୱାଭାବିକ ପ୍ରକ୍ରିୟା ।

ଜାଣନ୍ତୁ ଜି-୨୦ ସମ୍ମିଳନୀରେ କେଉଁ କେଉଁ ନେତାମାନେ ଯୋଗ ଦେଉଛନ୍ତି….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking