34.1 C
Bhubaneswar
Thursday, March 20, 2025
Homeଓଡିଶାଧର୍ମୀୟ କାର୍ଯ୍ୟକ୍ରମରେ ନବୀନ

ଧର୍ମୀୟ କାର୍ଯ୍ୟକ୍ରମରେ ନବୀନ

ଭୁବନେଶ୍ୱର: ରାଜଧାନୀର ଜନତା ମଇଦାନରେ ଆୟୋଜିତ ହୋଇଥିବା ଠାକୁର ଶ୍ରୀଶ୍ରୀ ଅନୁକୁଳ ଚନ୍ଦ୍ରଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଆଜି ଜନତା ମଇଦାରେ ଠାକୁର ଅନୁକୁଳ ଚନ୍ଦ୍ରଙ୍କୁ ୧୩୭ ତମ ଜନ୍ମ ଉତ୍ସବ ପାଳନ କରାଯାଉଛି । ଏଥିରେ ହଜାର ହଜାର ଅନୁଗାମୀଙ୍କ ଭିଡ ଲାଗିଛି । ଏହି କ୍ରମରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ୩୦ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଆନୁମାନିକ ୫୦ ହଜାରରୁ ଅଧିକ ଅନୁଗାମୀ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking