19.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧନାଟୋ ଦେଶ ଋଷ ଉପରେ ଆକ୍ରମଣ କରିବେ !

ନାଟୋ ଦେଶ ଋଷ ଉପରେ ଆକ୍ରମଣ କରିବେ !

ୱାସିଂଟନ: ରୁଷିଆ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା ସହ ବିଭିନ୍ନ ସହରରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ୟୁକ୍ରେନ୍‌ର ଦୁଇ ବିଚ୍ଛିନ୍ନାଞ୍ଚଳ ଡୋନେସ୍କ ଓ ଲହାଂସ୍କକୁ ସ୍ବାଧୀନ ରାଷ୍ଟ୍ର ଭାବେ ସ୍ବୀକୃତି ଦେବା ପରେ ସୋମବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଅଞ୍ଚଳକୁ ସେନା ପ୍ରେରଣ କରିଛନ୍ତି। ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ (ନାଟୋ) ରୁଷିଆ-ୟୁକ୍ରେନ୍ ସଂକଟର ମୂଳ କାରଣ ବୋଲି ବିଶ୍ବାସ କରାଯାଉଛି। ନାଟୋର ଜନ୍ମ ହୋଇଥିଲା ୧୯୪୯ ମସିହାରେ। ୟୁକ୍ରେନ୍ ଚାହୁଁଛି ନାଟୋର ସଦସ୍ୟ ହେବା ପାଇଁ ଯାହାକୁ ରୁଷିଆ ବିରୋଧ କରୁଛି। ରୁଷିଆ ଡରୁଛି, ଯଦି ୟୁକ୍ରେନ୍ ନାଟୋ ସହ ଯୋଗ ଦିଏ, ତେବେ ନାଟୋ ସେନା ଏହାର ସୀମାକୁ ଚାଲିଆସିବେ। କିନ୍ତୁ ରୁଷିଆ ନାଟୋକୁ ଏତେ ଘୃଣା କରିବାର କାରଣ କ’ଣ? ନାଟୋ ଦେଶ ଋଷ ଉପରେ ଆକ୍ରମଣ କରିବେ । ନାଟୋ ଦେଶ ଯେଉଁଥିରେ ଦୁନିଆଁର ୩୦ ଟି ଦେଶ ଏହି ନେଟୋ ସଂଗଠନରେ ସମିଳିତ ଅଛନ୍ତି । ଏବେ ଏହି ୩୦ଟି ଦେଶ ଋଷ ଉପରେ ଆକ୍ରମଣ କରିବେ । ଏହି ସମୟରେ ସବୁ ଠାରୁ ବଡ ତାଜା ଖବର କଣ ସମଗ୍ର ଦେଶ ଏବେ ତୃତୀୟ ବିଶ୍ୱ ଯୁଦ୍ଧକୁ ସମ୍ମୁଖୀନ କରିବେ?

୩୦ ଟି ଦେଶ ମିଶି ଋଷ ଉପରେ ଆକ୍ରମଣ କରିକାକୁ ଯାଉଛନ୍ତି । ଯାହାକି ବିଶ୍ୱ ଯୁଦ୍ଧର ସାଜସଜ୍ଜା ହେଇ ସାରିଛି ଏହା ହେଉଛି ସବୁଠାରୁ ଦୁଃଖଦ ଘଟଣା ଯାହାଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱ ରକ୍ଷାପାଇ ଅସୁଥିଲା କି ସମଗ୍ର ଦେଶ ବିଶ୍ୱ ଯୁଦ୍ଧ ଆଡକୁ ନ ଯାଉ । ଏହାର ଯେଉଁ ପ୍ରଭାବ ହେବ ସାରା ଦୁନିଆ ଉପରେ ପଡିବ ଏବେ ୩୦ ଟି ଦେଶ ଋଷ ଉପରେ ଆକ୍ରମଣ କରିବେ ଋଷ ଗୋଟିଏ ପଟରେ ହେବ ଆଉ ଅନ୍ୟ ପଟରେ ୩୦ ଟି ନାଟୋ ଦେଶ । ୟୁକ୍ରେନକୁ ସାହାର୍ଯ୍ୟ କରିବା ପାଇଁ ଏବେ ସମଗ୍ର ଦେଶ ଆଗେଇ ଆସିଛନ୍ତି । ଯେଉଁ ଥିରେ ଆମେରିକା ,ବ୍ରିଟେନ ଓ ୟୁରୋପ ର ବଡ ବଡ ଦେଶ ସାମିଲ ଅଛନ୍ତି ଆକ୍ରମଣ କରିବାପାଇଁ । ୟୁକ୍ରେନର ମିଡିଆ ଦ୍ୱାରା ଏହି ତଥ୍ୟ ମିଳିପାରୁଛି ଯେ, ଯଦି ୩୦ଟି ନାଟୋଦେଶ ୟୁକ୍ରେନକୁ ସାହାର୍ଯ୍ୟ କରିବେ ତେବେ ଋଷର ଅବସ୍ଥା କ’ଣ ହେବ । ଆଉ ଋଷ ଏହି ଯୁଦ୍ଧ ପାଇଁ ପଛଘୁଞ୍ଚା ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking