29.1 C
Bhubaneswar
Wednesday, April 23, 2025
Homeଓଡିଶାଜାତୀୟ ଶିକ୍ଷା ନୀତି, ଆଲୋଚନା ଚାଲିଛି : ମନ୍ତ୍ରୀ

ଜାତୀୟ ଶିକ୍ଷା ନୀତି, ଆଲୋଚନା ଚାଲିଛି : ମନ୍ତ୍ରୀ

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସରକାରୀ ସ୍ତରରେ ଆଲୋଚନା, ପଯ୍ୟାଲୋଚନା ଚାଲିଛି । ଏନେଇ ଅଭିଭାବକଙ୍କୁ ଅବଗତ କରାଯାଉଛି । ଆଗକୁ ଏନେଇ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ  କହିଛନ୍ତି ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking