27.1 C
Bhubaneswar
Friday, June 28, 2024
Homeଓଡିଶାଅକ୍ଟୋବର ୧୭ରୁ ୟୁଜିସି ନେଟ ପରୀକ୍ଷା

ଅକ୍ଟୋବର ୧୭ରୁ ୟୁଜିସି ନେଟ ପରୀକ୍ଷା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ (ଏନ୍‌ଟିଏ) ୟୁଜିସି ନେଟ ୨୦୨୧ ପରୀକ୍ଷା ତାରିଖ ଘୋଷଣା କରିଥିଲା। ଏହି ପରୀକ୍ଷା ଏବେ ଅକ୍ଟୋବର ୬ ତାରିଖ ଠାରୁ ହୋଇପାରିବ ନାହିଁ। ନୂଆ ତାରିଖର ପରୀକ୍ଷା ସୂଚୀ ନେଟର ସରକାରୀ ୱେବସାଇଟ ଙ୍କଶଦ୍ଭରଗ୍ଧ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭରେ ଜାରି ହୋଇଛି। ନୂଆ ତାରିଖ ହିସାବରେ ଏବେ ନେଟ ପରୀକ୍ଷା ଅକ୍ଟୋବର ୧୭ ତାରିଖ ଠାରୁ ହେବ। ପ୍ରାର୍ଥୀଙ୍କୁ ଅକ୍ଟୋବର ୬ ତାରିଖ ଠାରୁ ହେବାକୁ ଥିବା ପ୍ରସ୍ତାବିତ ପରୀକ୍ଷା ପାଇଁ ଆଡମିଟ କାର୍ଡର ଅପେକ୍ଷା ଥିଲା।

ଏନଟିଏ ସେପ୍ଟେମ୍ବର ଶେଷ ସପ୍ତାହ ଅର୍ଥାତ ପରୀକ୍ଷାର ଏକ ସପ୍ତାହ ପୂର୍ବରୁ ଆଡମିଟ କାର୍ଡ ଜାରି କରିବ। କିନ୍ତୁ ଏନଟିଏ ଅକ୍ଟୋବର ୧ ତାରିଖରେ ଜାରି କରିଥିବା ସଦ୍ୟତମ ନୋଟିସରେ ପରୀକ୍ଷାର ସମୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିଥିଲା। ଅକ୍ଟୋବର ୨ୟ ସପ୍ତାହରେ ଆଡମିଟ କାର୍ଡ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking