28.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶନାସିକରେ ମର୍ମନ୍ତୁଦ ଦୁର୍ଘଟଣା, କାର ଧକ୍କାରେ ଚାଲିଗଲା ୩ ଜୀବନ

ନାସିକରେ ମର୍ମନ୍ତୁଦ ଦୁର୍ଘଟଣା, କାର ଧକ୍କାରେ ଚାଲିଗଲା ୩ ଜୀବନ

ମହାରାଷ୍ଟ୍ର: ମର୍ମନ୍ତୁଦ ଦୁର୍ଘଟଣା । ଚାଲିକି ଯାଉଥିବାବେଳେ ପିଟିଲା କାର । ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ୨ଜଣ ହେଲେ ଗୁରୁତର । ଏଭଳି ଏକ ଦୁର୍ଘଟଣା ମହାରାଷ୍ଟ୍ର ନାସିକରୁ ସାମ୍ନାକୁ ଆସିଛି । କଲ୍ୟାଣ ନାସିକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଆଜି ସକାଳୁ ୫ ଜଣ ବ୍ୟକ୍ତି ରାସ୍ତାରେ ଚାଲିକି ଯାଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଛି  । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି  । ଏବଂ ଦୁର୍ଘଟଣା ଘଟାଇ ଥିବା କାରକୁ ମଧ୍ୟ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking