ପୁରୀ : ନନ୍ଦିଘୋଷ ରଥର ଗୋଟିଏ ଅଖରେ ଫାଟ । ନନ୍ଦିଘୋଷ ରଥ ପଛ ବ୍ରେକ ଚକର ଅଖରେ ଫାଟ । ଫାଟ ଦେଖିବା ପରେ ଅଖ ବଦଳାଇବାକୁ ବୈଷୟିକ କମିଟିର ନିଷ୍ପତ୍ତି । ଫଟା ଅଖକୁ ବଦଳାଇବାକୁ ନିର୍ମାଣ ଚାଲିଛି ନୂଆ ଅଖ । ରେଲୱେରୁ ଜ୍ୟାକ ଅଣାଯାଇ ନୂଆ ଅଖ ସଂଯୋଗ କରାଯିବ ।ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି । ଆଗକୁ ରଥଯାତ୍ରା ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଜୋରଶୋରରେ ଚାଲିଛି ।