ଭୁବନେଶ୍ୱର : ପୁଣି ଆନ୍ଦୋଳନକୁ ଓହ୍ଲାଇବ ସରପଞ୍ଚ ସଂଘ । ଫେବ୍ରୁାରୀ ୫ରୁ ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ ସରପଞ୍ଚ ସଂଘ । ପ୍ରତିଶ୍ରୁତି ପରେ ମଧ୍ୟ ଦାବି ପୂରଣ ନହେବାରୁ ଆନ୍ଦୋଳନ ନିଷ୍ପତ୍ତି ନେଲେ ସରପଞ୍ଚ ସଂଘ ।