27.8 C
Bhubaneswar
Sunday, June 21, 2026
Homeଦେଶ ବିଦେଶଆମେରିକାରେ ୧୩,୦୦୦ ରୁ ଅଧିକ ବିମାନ ବାତିଲ

ଆମେରିକାରେ ୧୩,୦୦୦ ରୁ ଅଧିକ ବିମାନ ବାତିଲ

ୱାସିଂଟନ: ଆମେରିକାରେ ପ୍ରବଳ ତୁଷାରପାତ । ତୁଷାରପାତ ଯୋଗୁଁ ବିମାନ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ଶନିବାର ଦିନ ଆମେରିକାରେ ଏକ ତୁଷାରପାତ ଘଟି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ତୁଷାରପାତ ଯୋଗୁଁ ସମଗ୍ର ଆମେରିକାରେ ବିଦ୍ୟୁତ୍ ବିଚ୍ଛିନ୍ନ ହେବ ସହ ଆମେରିକାର ୪୦ ପ୍ରତିଶତ ଜନସଂଖ୍ୟାକୁ ପ୍ରଭାବିତ କରିଛି। ଆମେରିକାର ପାଣିପାଗ ସେବା ଶନିବାରରୁ ସୋମବାର ପର୍ଯ୍ୟନ୍ତ ଦକ୍ଷିଣ ରକି ପର୍ବତମାଳାରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ବ୍ୟାପକ ଭାରୀ ତୁଷାରପାତ, ଶିଳାବୃଷ୍ଟି ଏବଂ ଥଣ୍ଡା ବର୍ଷାର ପୂର୍ବାନୁମାନ କରିଛି। ଏହି ଝଡ଼ ଯୋଗୁଁ ଅନେକ ଦିନର ପ୍ରବଳ ଥଣ୍ଡା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦିଆଯାଇଛି। ଅଭାବନୀୟ ପରିସ୍ଥିତି ଯୋଗୁଁ ୧୩ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking