31.1 C
Bhubaneswar
Thursday, July 4, 2024
Homeଓଡିଶାପରସ୍ପରକୁ ଝାଡିଲେ ମୋକିମ-ସୁବାସ

ପରସ୍ପରକୁ ଝାଡିଲେ ମୋକିମ-ସୁବାସ

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗକୁ ନେଇ ପରସ୍ପରକୁ ଝାଡିଲେ କଟକର ଦୁଇ ବରିଷ୍ଠ ନେତା । ପରସ୍ପର ବିଧାୟକ ମହମ୍ମଦ ମୋକିମ , ମେୟର ସୁବାସ ସିଂହଙ୍କ ଆକ୍ଷେପ । ମେୟର ପିସି କାରବାରରେ ଲିପ୍ତ ବୋଲି କହିଲେ ବିଧାୟକ ମୋକିମ । ବିନା ଟେଣ୍ଡରରେ ବିବିଜିକୁ ୧୫୦ କୋତି ଦିଆଗରାଣି ବୋଲି କହିଲେ ମୋକିମ । ମେୟର ପିସି କାରବାରରେ ଲିପ୍ତ , ଟେଣ୍ଡର କରୁନାହାନ୍ତି । କଟକବାସୀ ମୋତେ ଡିତାଇଥିବା ମେୟର ବୋଧେ ଜାଣିନାହାନ୍ତି । ବିଧାୟକଙ୍କୁ କଟକର କଳଙ୍କ ବୋଲି କହିଲେ ମେୟର ସୁବାସ ସିଂହ । ବିଧାୟକ ଭ୍ରଷ୍ଟାଚାରର ପାହାଡ ଉପରେ ବସିଛନ୍ତି । ତାଙ୍କୁ କୋର୍ଟୋ କେତେଥର ଭସôର୍ନା କଲେଣି , କଟକ ପାଇଁ କଳଙ୍କ ସେ । ଦୁର୍ଭାଗ୍ୟବଶତଃ ସାମ୍ବିଧାନିକ ବ୍ୟବସ୍ଥାରେ ସେ ଆମ ବିଧାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking