28.1 C
Bhubaneswar
Monday, April 27, 2026
Homeଖେଳମହମ୍ମଦ ମସରୁର୍ ପାକିସ୍ତାନ ଫିଲ୍ଡିଂ କୋଚ୍‌

ମହମ୍ମଦ ମସରୁର୍ ପାକିସ୍ତାନ ଫିଲ୍ଡିଂ କୋଚ୍‌

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସ୍ଥାନୀୟ ପ୍ରଥମ ଶ୍ରେଣୀ ଖେଳାଳି ମହମ୍ମଦ ମସରୁର୍‌ଙ୍କୁ ଅଷ୍ଟ୍ରେଲିଆ, ଜିମ୍ବାୱେ ଏବଂ ସାଉଥ୍ ଆଫ୍ରିକା ଗସ୍ତ ପାଇଁ ଜାତୀୟ ଟିମ୍‌ର ଫିଲ୍ଡିଂ କୋଚ୍ ନିଯୁକ୍ତ କରିଛି। ଉନ୍ନତ ଫିଲ୍ଡିଂ ପାଇଁ ପ୍ରସିଦ୍ଧ ମସରୁର୍ ତିନୋଟି ଯାକ ଗସ୍ତ ପାଇଁ ଚୁକ୍ତିବଦ୍ଧ କରାଯାଇଛି। ସେ ଇଂଲଣ୍ଡ ବିପକ୍ଷ ଗତ ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରେ ଟିମ୍ ସହିତ ଥିଲେ। ପିସିବିର ଏକ ସୂତ୍ର କହିଛି, ମସରୁର୍‌ଙ୍କ କାମରେ ଖୁସି ଥିବା ଲାଲ୍ ବଲ୍ ଫର୍ମାଟ୍‌ର ମୁଖ୍ୟ କୋଚ୍ ଜେସନ୍ ଗିଲେପ୍ସି ହିଁ ତାଙ୍କ ନାମ ସୁପାରିସ କରିଛନ୍ତି। ମସରୁର୍ ପାକିସ୍ତାନ ଶାହିନ୍ ଓ ଅଣ୍ଡର-୧୯ ଟିମ୍‌ର ମୁଖ୍ୟ କୋଚ୍ ରହିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking