30.1 C
Bhubaneswar
Monday, October 21, 2024
Homeଓଡିଶାମୋଦି ସମସ୍ତଙ୍କ ଦୃହୟରେ ଅଛନ୍ତି : ଜେପି ନଡ୍ଡା

ମୋଦି ସମସ୍ତଙ୍କ ଦୃହୟରେ ଅଛନ୍ତି : ଜେପି ନଡ୍ଡା

ଭବାନୀପାଟଣା: ଭଷ୍ଟାଚାର,ଦୁର୍ନିତିରେ ଓଡିଶା ଆଗକୁ ବଢିଛି ବୋଲି କହିଛନ୍ତି ବିଜେପି ସଭାପତି ଜେପି ନଡ୍ଡା । ମୁଣ୍ଡପିଛା ଆୟରେ ଓଡିଶା ତଳେ ଥିବାବେଳେ ମହିଳା ଉତ୍ପୀଡନରେ ଆଗରେ ରହୁଛି ଓଡିଶା । ଭଷ୍ଟାଚାର,ଦୁର୍ନିତୀରେ ବୁଡି ଯାଇଛି ପୂରା ଶାସନ କାଳ । ଏବେ ତ ଏଠାରେ ୫୦% ପ୍ରତିଶତ ପିସି କାରବାର ଚାଲିଛି । କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ନାଁ ବଦଳେଇ ଏଠାରେ ଯୋଜନାକୁ ହଡପ କରାଯାଉଛି । ନାଁ ବଦଳେଇଲେ କିଛି ହେବନି ମୋଦି ସମସ୍ତଙ୍କ ଦୃହୟରେ ଅଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।

ଓଡିଶାକୁ ନେତା ନା ଅଫିସର ଚଳାଉଛନ୍ତି? : ନଡ୍ଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking