29.1 C
Bhubaneswar
Saturday, July 27, 2024
Homeଓଡିଶାହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହେଲେ ବିଧାୟକ ଅନନ୍ତ ଦାସ

ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହେଲେ ବିଧାୟକ ଅନନ୍ତ ଦାସ

ଭୋଗରାଇ: ପୂର୍ବତନ ମନ୍ତ୍ରୀ, ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ଆଇସିୟୁରେ ଚାଲିଛି ବିଧାୟକ ଅନନ୍ତ ଦାସଙ୍କ ଚିକିତ୍ସା । ବୟସ ଅଧିକ କାରଣରୁ ସେ କିଛି ଦିନ ହେଲା ଗୁରୁତର ସ୍ୱାସ୍ଥ୍ୟବସ୍ଥାର ସାମ୍ନା କରୁଥିଲେ । ରବିବାର ସନ୍ଧ୍ୟାରେ ପରିବାର ଲୋକେ ବାଲେଶ୍ୱର ଫକୀରମୋହନ ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତମାନ ଆଇସିୟୁରେ ଚାଲିଛି ଚିକିତ୍ସା। ଏହା ପୂର୍ବରୁ ସେ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ହସ୍ପିଟାଲରୁ ଡିସଚାର୍ଡ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking