26.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ଭାଇକୁ ବର୍ଷେ ଜେଲ୍‌

ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ଭାଇକୁ ବର୍ଷେ ଜେଲ୍‌

ଆଇଜଲ: ଏକ ଦୁର୍ନୀତି ମାମଲାରେ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ବୁଧବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମ୍‌ଥାଙ୍ଗାଙ୍କ ସାନଭାଇ ଭାନ୍‌ଲାଲଛୁଆନାଙ୍କ ସମେତ ମୋଟ ୬ ଜଣଙ୍କୁ ଏକ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଜମିଜମା ସଂକ୍ରାନ୍ତ କାଗଜପତ୍ର ଜାଲିଆତି କରି ଏମାନେ ପ୍ରାୟ ୨ କୋଟି ଟଙ୍କାର ସରକାରୀ ଅନୁକମ୍ପା ରାଶି ହଡପ କରିଥିବାରୁ ଦୋଷୀସାବ୍ୟସ୍ତ ହୋଇଛନ୍ତି । ଅଦାଲତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking