30.1 C
Bhubaneswar
Monday, October 21, 2024
Homeଅପରାଧଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ସୋର: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବାରୁ ବିବାହିତ ଯୁବକ ଜଣକ ଗିରଫ ହୋଇଛନ୍ତି । ଔପଦା ଥାନା ଜଙ୍ଗଲରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଜଙ୍ଗଲରୁ ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ଜଣାଇଲେ ଗାଁ ଲୋକେ । ଫଳରେ ଅଭିଯୁକ୍ତ ଜଣଙ୍କ ଗିରଫ କରି ଯୁବତୀଙ୍କ ଡାକ୍ତରମାଇନା କରାଇଲା ପୋଲିସ । ଯୁବତୀ ଜଣଭ୍‌କ ଉଦଳାର ସେ ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିଲେ ।

ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ କାର୍ଯ୍ୟାନୁଷ୍ଠାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking