30.1 C
Bhubaneswar
Monday, May 25, 2026
Homeଓଡିଶାଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି । ୧୩ ତାରିଖ ନାବାଳିକା ଜଣଙ୍କ ଟ୍ୟୁଶନ ଯାଇ ନିଖୋଜ ଥିଲେ। ଟ୍ୟୁଶନ ପାଖରୁ ନାବାଳିକାର ସାଇକେଲ ଓ ବ୍ୟାଗ ଜବତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking