27.1 C
Bhubaneswar
Friday, November 22, 2024
Homeଓଡିଶାମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମୋହନ

ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ମୋହନ

ଭୁବନେଶ୍ୱର: ଗୃହ ବାହାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଦୋହରାଇଲେ ମୋହନ ମାଝୀ । ଭାଇରାଲ ହୋଇଥିବା ଗଣିତ ପ୍ରଶ୍ନପତ୍ର ସେଟ୍ ଦେଖାଇ ଅଭିଯୋଗ କରିଥିବା ସୂଚନା । ମେଡ଼ାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି । ଅଭିଯୋଗର ସତ୍ୟତା ରହିଛି ଏବଂ ଏଥିପାଇଁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତ ମୋହନ ମାଝୀ ।

ଓଜନ କମ କରିବାକୁ ଆପଣାନ୍ତୁ ଏହି ସବୁ ଜିନିଷ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking