27.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶରାଜସ୍ଥାନର ଚୁରୁରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ: ପ୍ରବଳ ଥଣ୍ଡା ଅନୁଭୂତି ସାଙ୍ଗକୁ ବରଫପାତ ସୂଚନା

ରାଜସ୍ଥାନର ଚୁରୁରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ: ପ୍ରବଳ ଥଣ୍ଡା ଅନୁଭୂତି ସାଙ୍ଗକୁ ବରଫପାତ ସୂଚନା

ଜୟପୁର: ରାଜସ୍ଥାନରଚୁରୁରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ହୋଇଥିବା ଜଣାପଡିଛି । ରାଜସ୍ତାନର ଚୁରୁରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି । ଚୁରୁରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଆସିଥିବାରୁ ସେଠାରେ ପ୍ରବଳ ଥଣ୍ଡା ଅନୁଭୂତି ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ବରଫପାତ ହୋଇଥିବା ଜଣାପଡିଛି ।

ଦେଶରେ ଦୈନିକ ସଂକ୍ରମଣ ୨ଶହରେ ସୀମିତ; ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଇଏମଏ ସହ ବୈଠକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking