ଭୁବନେଶ୍ୱର: ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ନବୀନ ପଟ୍ଟନାୟକ ବିଜେଡିର ମୁରବି । କିଏ ବୈଠକକୁ ଆସିଲେନି ପଚାରିବା ଦାୟିତ୍ୱ ତାଙ୍କର ଅଛି । ଏଥିରେ କୌଣସି ଅସୁବିଧା ନାହିଁ । ଦେହ ଖରାପ ପାଇଁ ଅସିନଥିବା ସେ କହିଛନ୍ତି । ତାକୁ କାହିଁକି ରାଜନୈତିକ ରୂପ ଦେଉଛି ମିଡିଆ । କୈଣସି ବଜେଡି ବିଧାୟକ ବିଜେପି ସହ ଯୋଗାଯୋଗରେ ନାହାନ୍ତି ।