23.1 C
Bhubaneswar
Tuesday, May 5, 2026
Homeଓଡିଶାମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଙ୍ଗୁରମିଲା ଜଙ୍ଗଲରେ ମାଓବାଦୀ–ସୁରକ୍ଷାକର୍ମୀ ମୁହାଁମୁହିଁ। ପ୍ରାୟ ତିନି ଘଣ୍ଟା ଗୁଳିବିନିମୟ ହୋଇଥିବା ସୂଚନା ରହିଛି। ଏହା ଫଳରେ କିଛି ମାଓବାଦୀ ଛତ୍ର ଭଙ୍ଗ ଦେଇଛନ୍ତି । ମାଓ କ୍ୟାମ୍ପରେ ସେମାନଙ୍କ ଆସବାବ ପତ୍ର ପଡିଛି ଏବଂ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି । ବିଶେଷ ସୂତ୍ରରୁ ସୂଚନା ପାଇ ଉକ୍ତ ଜଙ୍ଗଲକୁ ଚାରି ପଟୁ ଘେରି ରହିଛନ୍ତି ସୁରକ୍ଷା କର୍ମୀ । ସମଗ୍ର ଅଞ୍ଚଳରେ ହାଇ ଆଲାର୍ଟ ଜାରି କରାଯାଇଛି। ଆସନ୍ତାକାଲି ସ୍ୱାଧୀନତା ଦିବସ ପାଳନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking