26.1 C
Bhubaneswar
Tuesday, September 17, 2024
Homeଓଡିଶାମମିତା ପରିବାର ପାଇବେ ୧୦ ଲକ୍ଷ

ମମିତା ପରିବାର ପାଇବେ ୧୦ ଲକ୍ଷ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମମିତାଙ୍କ ପରିବାର ପାଇବେ ୧୦ ଲକ୍ଷର ସହାୟତା ରାଶି । ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ନିଷ୍ପତ୍ତି ନିଆଯାଇଛି । ସହାୟତା ପାଇବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ ।

ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking