ଭୁବନେଶ୍ୱର : ଆସନ୍ତା ୨ରୁ ୬ ତାରିଖ ଭିତରେ ୫ ଦିନ ଧରିକି ରବିନ୍ଦ୍ର ମଣ୍ଡପରେ ବାବା ବଳିଆଙ୍କ ଏକ କାଯ୍ୟକ୍ରମ ରହିଛି । ଯାହାକି ପରିବାର , ପରିବେଶ ଓ ଧର୍ମ ଉପରେ ଆଲୋଚନା ହେବ । ଏହି ପରିପ୍ରେକ୍ଷୀରେ ପୁରୁଷ କମିଶନ ଆବଶ୍ୟକ କହିଲେ ବାବା ବଳିଆ । ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ କହିଲେ ବାବା ବଳିଆ । ପୁରୁଷ ନିଯ୍ୟାତନା ବଢିଚାଲିଛି ତେଣୁ ପୁରୁଷ କମିଶନ ହେବା ଦରକାର । ଅବହେଳିତ ବୁଢା ବାପା ମା ପାଇଁ ପିତୃମାତୃ କମିଶନ ମଧ୍ୟ ଜରୁରୀ ଅଟେ । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ଯିବେ ବାବା ବଳିଆ ।