34.1 C
Bhubaneswar
Friday, September 20, 2024
Homeଓଡିଶାବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଲୁଟ

ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଲୁଟ

ଯାଜପୁର : ଯାଜପୁର ଜିଲ୍ଲାରେ ବେଆଇନ୍ ବାଲିଚାଲାଣକୁ ବିଜେପିର ବିରୋଧ । ପ୍ରେସମିଟରେ ଫଟୋ ପ୍ରମାଣ ଦେଖାଇଲେ ମୁଖପାତ୍ର ମନୋଜ ମହାପାତ୍ର । ଜିଲ୍ଲାର ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ପ୍ରରୋଚନାରେ ଚାଲିଛି ଲୁଟ । ବନ୍ଧମୁଣ୍ଡା ଓ କମଳପୁର ଘାଟରେ ବ୍ୟାପକ ବାଲି ଲୁଟ ହେଉଛି । ମାର୍ଚ୍ଚରୁ ଅବଧି ସରିଲାଣି , ତଥାପି ମାଫିଆଙ୍କ ଦ୍ୱାରା ଲୁଟ୍ ଚାଲିଛି । ବିରୋଧ କରୁଥିବା ଯୁବମୋର୍ଚ୍ଚା କର୍ମୀଙ୍କୁ ମିଛ କେସରେ ଗିରଫ କରାଯାଉଛି । ଖୁବ୍ ଶୀଘ୍ର ବିଜେପିର ପ୍ରତିନିଧି ଦଳ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବ । ବାଲି ମାଫିଆଙ୍କୁ ଗିରଫ ସହ ଯୁବମୋର୍ଚ୍ଚା କର୍ମୀଙ୍କୁ ଖଲାସ କରାଯାଉ ।

୯ ଆତଙ୍କବାଦୀ ସଫା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking