24.1 C
Bhubaneswar
Tuesday, March 3, 2026
Homeଓଡିଶାଓଡିଶା ମାଟିତଳେ ଲିଥିୟମ!

ଓଡିଶା ମାଟିତଳେ ଲିଥିୟମ!

ଭୁବନେଶ୍ୱର: ଓଡିଶାରେ ଲିଥିୟମ ଭଳି କ୍ରିଟାକାଲ ମିନେରାଲ ଅଛି । ନୟାଗଡ ଜିଲ୍ଲାର ମାଟିତଳେ ଲିଥିୟମ ଥିôବା ସଂକେତ ମିଳିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ଏହି ସଂକେତ ମିଳିଛି । ଡ୍ରୋନ ମାଧ୍ୟମରେ ହେବ ଖଣିଜ ପଦାର୍ଥ ଖୋଜା । ଲିଥିୟମ, କପର ଭଳି ମିନେରାଲ ଖୋଜା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ କେନ୍ଦ୍ର ଖଣି ସଚିବ ଏଲ କାନ୍ତା ରାଓ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking